ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ୬୯ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁ ଙ୍କ ଦ୍ଵାରା ଆୟୋଜନ ହୋଇଥିଲା ଜନସମ୍ପର୍କ ପଦଯାତ୍ରା l ଏହି ଯାତ୍ରା ଆରମ୍ଭ ହୋଇଥିଲା ଧୋବାଡି ପଞ୍ଚାୟତ ଠାରୁ ବାହାରି ପାଟପୁରୁ, ଶିଖରପୁର, ଓ ଭାବନ୍ଧ ଗ୍ରାମପଞ୍ଚାୟତ ରେ ଶୋଭାଯାତ୍ରା କରି ବିପୁଳ ସମର୍ଥନ ପାଇଥିଲେ ଏହି ପଦଯାତ୍ରା ରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ଶରତ ମହାପାତ୍ର, କୃଷି ବିପର୍ନ ଓଡ଼ିଶା ର ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ଓ ଆର ହେଚ ଡି ସି ଅଧକ୍ଷ ଡି ବିଶ୍ଵନାଥ, ଗଞ୍ଜାମ ଜିଲ୍ଲା ଗ୍ରିଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ବି ଗୀତାଞ୍ଜଳୀ, ହିଞ୍ଜିଳିକାଟୁ ବ୍ଲକ୍ ଉପାଅଧକ୍ଷ ସୁନିଲ୍ ଗନ୍ତାୟତ ଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ l