INTUC,AUTUC,HMS,CITU,AIUTUC,AICCTU,ଏବଂ ସଂପୃକ୍ତ କିସାନ ମୋର୍ଚ୍ଚା ସଦସ୍ୟ ମାନେ ଗଣ ଧାରଣା ଦେଇଥିଲେ। ଏହି ଧାରଣାରେ ମନ୍ତ୍ରୀ ଅଜୟ ମିଶ୍ର ଟେନି ଙ୍କୁ ବହିସ୍କାର କରାଯାଉ ବୋଲି ତୀବ୍ର ଆନ୍ଦୋଳନ ପତିକ୍ରୀୟା କରିଥିଲେ।ଏଥିରେ ବିଭିନ୍ନ ସ୍ଥାନରୁ ବହୁ ସଦସ୍ୟ ଉପସ୍ଥିତ ରହି ଶାନ୍ତି ପୂର୍ଣ୍ଣ ଗଣ ଧାରଣା ରେ ସାମିଲ ହୋଇଛନ୍ତି ବୋଲି କମିଟି ପକ୍ଷରୁ ପୀତବାସ ପଣ୍ଡା ଏବଂ ଯୁଧିଷ୍ଠିର ବେହେରା ମତ ପ୍ରକାଶ କରିଛନ୍ତି।