Tuesday, August 23, 2022
Homeଗୁମ୍ମା ଆଇ ସି ଡ଼ି ଏସ ପ୍ରକଳ୍ପ ଅଧିକାରୀ ଭାବେ ପୁଷ୍ପାଞ୍ଜଳି ସାହୁଙ୍କ ଦାୟିତ୍ଵ ଗ୍ରହଣ

ଗୁମ୍ମା ଆଇ ସି ଡ଼ି ଏସ ପ୍ରକଳ୍ପ ଅଧିକାରୀ ଭାବେ ପୁଷ୍ପାଞ୍ଜଳି ସାହୁଙ୍କ ଦାୟିତ୍ଵ ଗ୍ରହଣ

ପାରଳାଖେମୁଣ୍ଡି:୩/୧୦
ଗଜପତି ଜିଲ୍ଲା ଗୁମ୍ମା ବ୍ଲକର  ସମ୍ମନିତ ବିକାଶ କେନ୍ଦ୍ର(ଆଇ ସି ଡ଼ି ଏସ ର)  ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାବେ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି l ଏହି ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିଲା । ବର୍ତ୍ତମାନ  ଶ୍ରୀମତି ପୁଷ୍ପାଞ୍ଜଳି ସାହୁ ଗୁମ୍ମା ବ୍ଲକ ର ଶିଶୁ ବିକାଶ କେନ୍ଦ୍ର ଦାୟିତ୍ଵ ନେବାପରେ ଏଥିରେ ସ୍ବଚ୍ଛତା ଆଣିବେ ବୋଲି ଗୁମ୍ମା ବ୍ଲକ ବସୀ ଆଶା ରଖିଛନ୍ତି

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!