*ଜାତୀୟ ପିତା ମହାତ୍ମା ଗାନ୍ଧୀ ତଥା ନେତାଜୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଜେଡ଼ିର "ଜନ ସମ୍ପର୍କ ପଦଯାତ୍ରା"ର ଶୁଭାରମ୍ଭ ହୋଇଯାଇଛି...। ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ବିବେକ ରେଡ୍ଡୀ, ଶ୍ରୀଯୁକ୍ତ ଡ଼ାଃ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ଶ୍ରୀ ସୁବାସ ମହାରଣା, ସମସ୍ତ କର୍ପୋରେଟର, ସମସ୍ତ ବର୍ଗିୟ ନେତୃବୃନ୍ଦ ତଥା ବିଜେଡି ନେତା, ନେତ୍ରୀ, କର୍ମୀମାନଙ୍କ ଗହଣରେ ରହି, ବିଜୁ ପଟ୍ଟନାୟକ ପାର୍କ ଠାରୁ ଏକ ବିରାଟ ଜନ ସମୁଦ୍ର ମଧ୍ୟରେ, ସହରର ପ୍ରମୁଖ ଅଞ୍ଚଳ ଗୁଡ଼ିକୁ ପରିକ୍ରମା କରି,ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ