ଆଜି ଅକ୍ଟୋବର ୨ ଜାତିର ଜନକ ମହାତ୍ମାଗାନ୍ଧୀ ଜୟନ୍ତୀ ଅବସରରେ ପଦଯାତ୍ରା। ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦିକ ଗ୍ରାମ ରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ଧୁମ୍ ଧାମରେ ପାଳନ ହୋଇଅଛି। ଏହି ଉତ୍ସବରେ ୬୮ଜୋନ ଜିଲ୍ଲା ପରିଷଦ ଶ୍ରୀ A, ସୁଦର୍ଶନ,ଏକ୍ସ ସରପଞ୍ଚ ଗଙ୍ଗାଧର ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଯୁକ୍ତ ରାଧାକୃଷ୍ଣ ରାମ୍, ଜିଲ୍ଲା ସଂସ୍କୃତି ଉପସଭାପତି ଉପେନ୍ଦ୍ର ପାଣିଗ୍ରାହୀ, କଳା ସଂସ୍କୃତି ସଂଘ ଉପସଭାପତି ସିମାଞ୍ଚଳ ପଣ୍ଡିତ, ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳ, ସିଡିପୋ shree Mt ଗଙ୍ଗା ସୁବୁଦ୍ଧି, ସଂସ୍କୃତି ବିଭାଗ ଆନନ୍ଦ କୁମାର ରାଉତ।ନନ୍ଦିକ ଗ୍ରାମ ର ବିଜୁଜନତା ଦଳ କର୍ମୀମାନେ ଯୋଗ ଦେଇଥିଲେ। ଗ୍ରାମପଞ୍ଚାୟତ ଅଧିନ ବାହାରି ସଂପୂର୍ଣ୍ଣ ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ପଞ୍ଚାୟତ ଅଫିସ୍ ରେ ମିଟିଙ୍ଗି ହୋଇଥିଲା।