ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ, ଲକ୍ଷ୍ମଣ ପଲ୍ଲୀ, ସୁନାରିବୁଗୁଡା,ମଧୁପଲ୍ଲୀ, ତିନିଗୋଟି ଗ୍ରାମ ଠାରେ ବିଜୁଜନତା ଦଳ ଜନ ସମ୍ପର୍କ ପଦଯାତ୍ରା ର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ବିଧାୟକ ପୋଲସରା ଶ୍ରୀ କାନ୍ତ ସାହୁ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କୁ ଉଦଘାଟନ କରିବା ସହ ଜନସମ୍ପର୍କ ପଦଯାତ୍ରା ରେ ଯୋଗଦେଇଛନ୍ତି। ବିଜୁଜନତା ଦଳର ସମସ୍ତ କର୍ମୀ ଓ ଗ୍ରାମ ବାସି ମିଳିତ ପଦଯାତ୍ରା ହୋଇଥିଲା। ଜିଲ୍ଲା