Tuesday, August 23, 2022
Homeଆଠଗଡର ସହର ଅନ୍ତର୍ଗତ ବୀରକିଶୋର ପୁର ଗ୍ରାମରେ ଶ୍ରୀ ଶ୍ରୀ ଗଜାନନ ପର୍ବ ଅନୁଷ୍ଠିତ ହୋଇଥିଲା

ଆଠଗଡର ସହର ଅନ୍ତର୍ଗତ ବୀରକିଶୋର ପୁର ଗ୍ରାମରେ ଶ୍ରୀ ଶ୍ରୀ ଗଜାନନ ପର୍ବ ଅନୁଷ୍ଠିତ ହୋଇଥିଲା

କଟକ ଜିଲ୍ଲା ଆଠଗଡର ସହର ଅନ୍ତର୍ଗତ ବୀରକିଶୋର ପୁର ଗ୍ରାମରେ ଶ୍ରୀ ଶ୍ରୀ ଗଜାନନ ପର୍ବ ଅନୁଷ୍ଠିତ ହୋଇଥିଲା ,
ମା ମଙ୍ଗଳା କ୍ଳବ୍ ଓ ଗ୍ରାମ ବାସି ମିଳିତ ରେ ପରିଚାଳନା କରିଥିଲେ। କ୍ଳବ୍ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ, ସେକ୍ରେଟାରୀ ମୟୁର ଯାଦବ ଓ କ୍ଳବ୍ ସମସ୍ତ ସଦସ୍ୟମାନଙ୍କୁ ପୂଜା ଅର୍ଚ୍ଚନା ବୀରକିଶୋର ପୁର ବିଶିଷ୍ଟ ପଣ୍ଡିତ ମହାରାଜା ବିଭୂତି ନନ୍ଦ ସହଯୋଗୀ ପଣ୍ଡିତ ବିଜୟ କୁମାର ନନ୍ଦ, ପୂଜା ପାଠ ମନ୍ତ ଧୂନି ସାମବେଦ ଯଦୂଵେଦ କରି ଥିଲେ।19/09/2023ତାରିଖ ଠାରୁ 30/09/2023, ପର୍ଯ୍ୟନ୍ତ ଭୋଗ ଓ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଶ୍ରୀ ଗଜାନନ ଙ୍କ ଭସାଣି ଉତ୍ସବ ଧୁମ୍ ଧାମରେ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏଥିରେ ତିନୋଟି ବ୍ୟାଣ୍ଡ ପାର୍ଟି ଓ ମହାରାଷ୍ଟ୍ରର (ଛତ୍ରପତି) ବ୍ୟାଣ୍ଡ ମୁଖ୍ୟ ଆକର୍ଷଣ କରିଥିଲା । କ୍ଳବ୍ ପୁରାତନ ମେମ୍ବର ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଵା ସହିତ କ୍ଳବ୍ ମେମ୍ବର   ସହିଦ୍ ମାନଙ୍କ ର ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପ୍ରସାଦ ସେବନ ହୋଇଥିଲା।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!