ଗଂଜାମ ଜିଲ୍ଲା, ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୁରୁ ଗ୍ରାମ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବହୁ ପ୍ରାଚୀନ ଓ ପୁରାତନ କାଳରୁ ଅବସ୍ଥିତ। ମଠାଧୀଶ ମହନ୍ତ ହରିହର ଦାସ ମହାରାଜା।ସେ ଜଣେ ସମାଜସେବୀ ଓ ରାମାଧିନ କଲେଜ୍ ବ୍ରହ୍ମପୁର ର ଅଧ୍ୟକ୍ଷକାର୍ଯ୍ୟରତ ଅଛନ୍ତି। ଆଜି ସାକ୍ଷାତକାର ହୋଇଥିଲା। ସାଧୁସନ୍ଥଙ୍କ ବିଷୟରେ ଆଲୋଚନା କରିଥିଲୁ।