Tuesday, August 23, 2022
HomeSwachchata Pakhwada ଦିବସ ପାଳିତ

Swachchata Pakhwada ଦିବସ ପାଳିତ

ଲମତାପୁଟ 02/10/23   ଲମତାପୁଟ ବ୍ଲକ କାର୍ଯ୍ୟାଳୟ ଠାରୁ ମୁଖ୍ୟ ରାସ୍ତା ର ଉଭୟ ପାଶ୍ୱର୍ରେ ଥିବା ମଇଳା ଆବର୍ଜନା ସଫେଇ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଲମତାପୁଟ ବ୍ଲକ ଆଇ ସି ଡିଏସ ମେଡିକାଲ କର୍ମଚାରୀ ଓ ଆଶାକର୍ମୀମାନେ ହାତରେ ଝାଡୁ ଧରି ବଜାର ରାସ୍ତା ଘାଟ ସଫା କରିବା ଦେଖିବାକୁ ମିଳିଥିଲା। ସଫେଇ କାର୍ଯ୍ୟ କ୍ରମ ର ବାର୍ତ୍ତା ପ୍ରତ୍ୟେକ ଗାଁ ଗାଁ ରେ ପହଞ୍ଚିବା ଦରକାର ବୋଉ ମତେ ପ୍ରକାଶ ପାଇଥିଲା ଫଳରେ ଏକସ୍ବଛଭାରତ ଗଠନ ହୋଇପାରିବ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!