Tuesday, August 23, 2022
Homeଡାବୁଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କୁ ନେଇ ବିବାଦ*

ଡାବୁଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କୁ ନେଇ ବିବାଦ*

*ଡାବୁଗାଁ ବ୍ଲକରେ ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କୁ ନେଇ ବିବାଦ*

ନବରଙ୍ଗପୁର:ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡା ଗ୍ରାମ ର ନିର୍ମାଣାଧୀନ ୨ପଟି ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ମୈତୁ ଗଣ୍ଡା ଏବଂ ଅନୁଜ ଗୁପ୍ତା ନାମକ ଦୁଇଜଣ ବ୍ୟକ୍ତି ପୃଥକ ପୃଥକ ଭାବେ ଜିଲ୍ଲାପାଳ ଙ୍କୁ ଅନ୍ୟମାନେ ସେମାନଙ୍କ ଦଖଲରେ ଥିବା ଘରବାରୀ ରେ ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି। ହାରାବତୀ ନାମ୍ନୀ ଜଣେ ମୈତୁ ଗଣ୍ଡା ର ଭୂମିରେ ଏବଂ ସାବିତ୍ରୀ ଗୌଡ଼ ନାମ୍ନୀ ଜଣକ ଅନୁଜ ଗୁପ୍ତା ଙ୍କ ରେକର୍ଡ ଭୁକ୍ତ ଜମିରେ ବେଆଇନ ଭାବେ ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅନେକ ପ୍ରଧାନମନ୍ତ୍ରୀ ଗୃହ ନିର୍ମାଣ ରେ ଚଚରାଗୁଡା ପଞ୍ଚାୟତ ଅନିୟମିତତା ହୋଇଥିବା ଆଶଂକା କରା ଯାଉଛି। ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!