Tuesday, August 23, 2022
Homeସିଂସାରି ଫାଣ୍ଡିରେ ନୁତନ ଥାନା ଅଧିକାରୀଙ୍କ ଯୋଗଦାନ

ସିଂସାରି ଫାଣ୍ଡିରେ ନୁତନ ଥାନା ଅଧିକାରୀଙ୍କ ଯୋଗଦାନ

*ଡାବୁଗାଁ ଥାନା ଅଧିନ ସିଂସରି ଫାଣ୍ଡିରେ ନୂତନ ଫାଣ୍ଡିଅଧିକାରୀ ଙ୍କ ଯୋଗଦାନ*
ନବରଙ୍ଗପୁର:- ଡାବୁଗାଁ ଥାନା ଅଧୀନ ସିଂସରୀ ଫାଣ୍ଡି ରେ ନୂତନ ଭାବେ ଫାଣ୍ଡି ଅଧିକାରୀ  ଶିଶିର କୁମାର ଘୋଷ ଯୋଗ ଦେଇଛନ୍ତି । ସେ ଏଥି ପୂର୍ବରୁ ଡାବୁଗାଁ ଥାନା ରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ । ସେ ନିଷ୍ଠାପର ଓ ସତ୍ୟ ସାଥେ ସବୁବେଳେ ସାହସର ସହ କାର୍ଯ୍ୟ କରୁଥିଲେ । ଶିଂସାରି ଫାଣ୍ଡିରେ ଯୋଗ ଦେବାପରେ ଅଞ୍ଚଳ ବସି ଖୁସିରେ ଥିବା ଚର୍ଚ୍ଚା ହେଉଛି।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!