Tuesday, August 23, 2022
Homeଵଡଖଣ୍ଡି ଗ୍ରାମ ରେ ପାରମ୍ପରିକ ଭାବେ ଗଣେଶ ପୂଜା

ଵଡଖଣ୍ଡି ଗ୍ରାମ ରେ ପାରମ୍ପରିକ ଭାବେ ଗଣେଶ ପୂଜା

ଗଂଜାମ ଜିଲ୍ଲା ବ୍ଲକ୍ ହିଞ୍ଜିଳିକାଟୁ ଅନ୍ତର୍ଗତ ଵଡଖଣ୍ଡି ଗ୍ରାମ ରେ ପାରମ୍ପରିକ ଭାବେ ଗଣେଶ ପୂଜା ହୋଇଆସୁଛି। ଆଜକୁ ଦୀର୍ଘ 40 ବର୍ଷ ଉର୍ଦ୍ଧ, ଆମେ ଏହି ପର୍ବ ଟିକୁ କରିବାର ସାଂସ୍କୃତିକ ଓ ପରମ୍ପରା କୁ ବଜାୟ ରଖିବା। ଆଗାମୀ ପିଢ଼ି ସାମାଜିକ ପୌରଣିକ କଳା ସଂସ୍କୃତି ସଭ୍ୟତାକୁ ଯୁବପିଢୀ ନିମନ୍ତେ ଆବଶ୍ୟକ। ଆଜିର ମୁଖ୍ୟ ଆକର୍ଷଣ ହେଉଛି ସ୍ବୟଂ ରାମାୟଣ ଗ୍ରନ୍ଥର ଗଂଜାମ ଜିଲ୍ଲାର ବହୁ ନିଦ୍ଧେର୍ଶକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଶୁଭ ସନ୍ଧ୍ୟା ଭଜନ ସମାରୋହ ଅତି ସୁନ୍ଦର ପ୍ରାକୃତିକ ପରିବେଶରେ ପରିବେଷଣ ଓ ଗଣେଶ ଚତୁର୍ଥୀ ପୂଜା ଅବସରରେ ପ୍ରତ୍ୟେକ ଦିନ ପ୍ରସାଦ ସେବନ ବ୍ୟବସ୍ଥା ଗ୍ରାମର ସମସ୍ତ ଙ୍କ ପାଇଁ। ଗଣେଶ ପୂଜା କମିଟି ଓ ସାହି ର ସମସ୍ତ ସଦସ୍ୟମାନଙ୍କୁ କାର୍ଯ୍ୟକ୍ରମ  ନେଇ ପରିଚାଳନା କରନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!