ଗଂଜାମ ଜିଲ୍ଲା, ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ , ସାପୁଆପଲି ଗ୍ରାମ ର କଵିକସ୍ତୁରୀ ନିରଞ୍ଜନ ପାଳ ଆଜି ସାକ୍ଷାତକାର। ଶ୍ରୀ ଶ୍ରୀ ଭାଗବତ ଗ୍ରନ୍ଥ ରଚନା ଅତି ସୁନ୍ଦର ଭାବରେ ଲେଖିଛନ୍ତି। ସେ ବ୍ରାହ୍ମଣ ପରିବାରରେ ବସବାସ କରନ୍ତି, ବୟସ 76/ କିନ୍ତୁ ବଡ଼ ଦୁଃଖ ରେ କହିଛନ୍ତି ଲେଖା ସତ୍ ଗ୍ରନ୍ଥ ପ୍ରେସ କରିବାପାଇଁ । ଜିଲ୍ଲା ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ସାହାଯ୍ୟ ସହଯୋଗ କଲେ। ମୁଁ ଚିରସ୍ମରଣୀୟ ରହିବି।ଆଶା କରୁଛି ସ୍ଥାନୀୟ ପ୍ରଶାସନର ଓ ଜିଲ୍ଲା ପ୍ରଶାସନ ସାହାର୍ଯ୍ୟର ଭିକ୍ଷା ନିବେଦନ କରୁଛି।