Tuesday, August 23, 2022
Homeସେଚ୍ଛାକୃତ ରକ୍ତଦାନ ଶିବିର ରକ୍ତଦାନ ମହତ୍ ଦାନ

ସେଚ୍ଛାକୃତ ରକ୍ତଦାନ ଶିବିର ରକ୍ତଦାନ ମହତ୍ ଦାନ

ଗଂଜାମ ଜିଲ୍ଲା, ପୁରୁଷୋତ୍ତମ ପୁର ବ୍ଲକ ଅନ୍ତର୍ଗତ ଜାମୁନୀ ଗ୍ରାମର କୋଟିଶାଳ ମଣ୍ଡପ କୁମ୍ଭାର ସାହିର ଗଣେଶ ପୂଜା ଅବସରରେ, ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ମହତ୍ ଦାନ ଅନ୍ୟ କୁ ବଞ୍ଚାଇବା।ସୁସ୍ଥ ସମାଜ ଗଠନ କରିବା ଉଦ୍ଦେଶ୍ୟମୂଳକ । ସମସ୍ତ ଯୁବକ ଓ ଯୁବତୀ ମିଶି ରକ୍ତଦାନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।ଏ ଭଳି ପଦକ୍ଷେପ ପଦକ୍ଷେପ ଗ୍ରହଣ କରିଥିବାରୁ , ଗ୍ରାମ ବାସି ଅତ୍ୟନ୍ତ ଖୁସି ଓ କୁମ୍ଭାର ସାହିର ଗୌରବମୟ ପରମ୍ପରା ସଂପୂର୍ଣ୍ଣ ଖୁସି ଲହର ଖେଳିଯାଇଛି।50/ୟୁନିଟ ରକ୍ତଦାନ ଶିବିର କରିଥିଲେ। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!