Tuesday, August 23, 2022
Homeଜ୍ୟୋତିର୍ବିଦ ଙ୍କ ପରଲୋକ

ଜ୍ୟୋତିର୍ବିଦ ଙ୍କ ପରଲୋକ

ଧରାକୋଟ 23/9/23
ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ପଞ୍ଚାୟତ ର କେନ୍ଦୁପଲି ଗ୍ରାମର ଜଣାଶୁଣା ଜ୍ୟୋତିର୍ବିଦ,ଶିକ୍ଷକ ତଥା କର୍ମକାଣ୍ଡ ପୁରୋହିତ ଦଣ୍ଡପାଣି ତ୍ରିପାଠୀ ଙ୍କର 80 ବର୍ଷ  ବୟସରେ ପରଲୋକ ହୋଇଯାଇଛି। ତାଙ୍କର ପାର୍ଥିବ ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ଠାରେ ସତ୍କାର କରାଯାଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁତ୍ର ନୀଳକଣ୍ଠ,ମନୋଜ, ଧର୍ମରାଜ ,ଝିଅ ମାଧୁରୀ ଓ ସସ୍ମିତା ଉପସ୍ଥିତ ରହିଥିଲେ। ଧରାକୋଟ ଅଞ୍ଚଳରେ ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!