Tuesday, August 23, 2022
Homeକେ ସି ପବ୍ଲିକ ସ୍କୁଲ ରେ ଗଣେଶ ପୂଜା ପାଳିତ

କେ ସି ପବ୍ଲିକ ସ୍କୁଲ ରେ ଗଣେଶ ପୂଜା ପାଳିତ

  ବ୍ରହ୍ମପୁର,22.9.23, ସ୍ଥାନୀୟ ଟାଟା ବେଞ୍ଜ୍ ସ୍ଥିତ କେ ସି ପବ୍ଲିକ ସ୍କୁଲ ରେ ଗଣେଶ ଚତୁର୍ଥୀ ଉପଲକ୍ଷେ ଗଣେଶ ପୂଜା ମହା ଆଡମ୍ବର ସହ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରିନ୍ସପାଲ  କର୍ତ୍ତା ଭାବରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ପୂଜାରେ ଉପସ୍ଥିତ ରହିଥିଲେ। ହୋମ, ପୁଷ୍ପାଞ୍ଜଳି,ଆଳତୀ ରେ ବିଦ୍ୟାଳୟ ପରିସର ଅତ୍ୟନ୍ତ ପବିତ୍ର ହୋଇ ଉଠିଥିଲା।ଶେଷରେ ବିଦ୍ୟା ଆହରଣ କରିବା ଲାଗି ବିଦ୍ୟାର୍ଥୀ ମାନେ ମୁଖ୍ୟତଃ ଗଣେଶଙ୍କ ବନ୍ଦନା ଗାଇ ଆରାଧନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!