Tuesday, August 23, 2022
Home ଚନ୍ଦନ ନଗର ଠାରେ ଗଣେଶ ପୂଜା ପାଳିତ।

ଚନ୍ଦନ ନଗର ଠାରେ ଗଣେଶ ପୂଜା ପାଳିତ।

 ବ୍ରହ୍ମପୁର,ସ୍ଥାନୀୟ ଲାଞ୍ଜିପଲ୍ଲୀ ସ୍ଥିତ ଚନ୍ଦନ ନଗର ଠାରେ ଗଣେଶ ଚତୁର୍ଥୀ ଉପଲକ୍ଷେ ଗଣେଶ ପୂଜା ମହା ଆଡମ୍ବର ସହ ପାଳିତ ହୋଇଯାଇଛି।ଚନ୍ଦନ ନଗର ୱେଲଫାରେ  ସୋଷାଈଟି ର ସଭାପତି ଶ୍ରୀମତୀ ଭାନୁମତୀ ଦୋରା, ଦୋରା ବାବୁ କର୍ତ୍ତା ଭାବରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଦେବାଶିଷ ପଣ୍ଡା,ରାମ କୃଷ୍ଣ ମହାନ୍ତି,ଜ୍ୟୋତ୍ସ୍ନା ରାଣୀ ବେହେରା,ଅଭିଷେକ ଶତପଥୀ,ରିତେଶ ନାୟକ,ପ୍ରଣବ ପାଢ଼ୀ,ବିଷ୍ଣୁ ,ରାକେଶ,ଦିବ୍ୟ,ମୁନା, ଜ୍ୟୋତି ରଞ୍ଜନ ଗୌଡ,ଏବଂ ସମସ୍ତ ଚନ୍ଦନ ନଗର ବାସିନ୍ଦା ଉପସ୍ଥିତ ରହିଥିଲେ। ହୋମ, ପୁଷ୍ପାଞ୍ଜଳି,ଓ ଆଳତୀ ରେ ଚନ୍ଦନ ନଗର ପରିବେଶ ଅତ୍ୟନ୍ତ ପବିତ୍ର ହୋଇ ଉଠିଥିଲା।ସନ୍ଧ୍ୟା ଆଳତୀ ସମୟରେ ୧୦୦୮ ଦ୍ଵୀପ ପ୍ରଜ୍ବଳନ କରାଯାଇଛି। ଶେଷରେ ସାହି ବାସିନ୍ଦା ମାନେ ଗଣେଶଙ୍କ ବନ୍ଦନା ଗାଇ ଆରାଧନା କରିଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!