ଗଂଜାମ ଜିଲ୍ଲା ପୁରୋଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଜାମୁନୀ ଗ୍ରାମ ରେ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ବତୀ ଶିଶୁ ମନ୍ଦିର ପବିତ୍ର ଗଣେଶ ଚତୁର୍ଥୀ ପୂଜା ଅନୁଷ୍ଠିତ ହୋଇଛି। ଏହି ଶିଶୁ ମନ୍ଦିର ଦିର୍ଘ ୨୫, ବର୍ଷ ଧରି ଚାଲିଛି,ପୁରୋଷୋତ୍ତମପୁର ବ୍ଲକ୍ ସୁନାମ ଅର୍ଜନ କରିଥିବା ଖବର ମିଳିଛି। ଏହି ଶିଶୁ ମନ୍ଦିର ପ୍ରତିଷ୍ଟିତା ଶ୍ରୀ ଯୁକ୍ତ ରମାକାନ୍ତ ପାଢ଼ୀ, ତାଙ୍କ ର ଲକ୍ଷ୍ୟ ଅଛି, ଗଂଜାମ ଜିଲ୍ଲା ଏକ ନମ୍ବର କରିବା ପାଇଁ ସମସ୍ତ ଆଚାର୍ଯ୍ୟ ଆଚାଯ୍ୟା ଙ୍କୁ ଦୈନିକ ଆଲୋଚନା କରନ୍ତି। ଆଚାର୍ଯ୍ୟ ଆଚାଯ୍ୟା ଅତି ସୁନ୍ଦର ସରସ ବିଦ୍ୟା ଅଧ୍ୟୟନ କରନ୍ତି ସମସ୍ତ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାଯ୍ୟା ଆଜି ର ଗଣେଶ ଚତୁର୍ଥୀ ପୂଜା ଭାଗ ନେଇ ଥିଲେ ପୂଜା ଅର୍ଯନା ପଣ୍ଡିତ ଶ୍ରୀ ଅଖିଳ କୁମାର ତ୍ରିପାଠୀ ଙ୍କ ଦ୍ଵାରା କରିଥିଲେ। ଶିଶୁ ମନ୍ଦିର କ୍ରମକତ୍ରା ଉପସ୍ଥିତ ରହି ପୂଜା ଅନୁଷ୍ଠିତ ହୋଇଛି। ପ୍ରତିଷ୍ଠାତା ଶ୍ରୀ ରମାକାନ୍ତ ପାଢ଼ୀ, ପ୍ରଧାନ ଆଚାର୍ଯ୍ୟ ସିମାଞ୍ଚଳ ପାଣିଗ୍ରାହୀ, ଓ ଆଚାଯ୍ୟା , ପ୍ରିୟଙ୍କା ସାହୁ, ସରସ୍ବତୀ ମହାରଣା, ବର୍ଷା ତ୍ରିପାଠୀ, ଅର୍ଜନା ବେହେରା, ବନିତା କୁମାରୀ ଦାଶ, ଗାୟତ୍ରୀ ଗୈାଡ, ଆଚାର୍ଯ୍ୟ ଅରବିନ୍ଦ ପାଣ୍ଡି, ଅଜିତ କୁମାର ସାହୁ, ଭାଗିରଥି ଶାସମଲ, ବିଚିତ୍ରା ସେଠୀ,ଝୁନୁ ମହାରଣା ସେଵିକା। ଶେଷ ରେ ସମସ୍ତ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଆଚାଯ୍ୟା ଓ ପ୍ରତିଷ୍ଠାତା ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ।