ଗଂଜାମ ଜିଲ୍ଲା ବ୍ଲକ ହିଞ୍ଜିଳିକାଟୁ ଅନ୍ତର୍ଗତ ପୁଟିଆପଦର ଗ୍ରାମପଞ୍ଚାୟତ ଅଧିନ ଦୟାନିଧି ପୁର ଶାସନ। ଗଣେଶ ଚତୁର୍ଥୀ ମହାଆଡମ୍ବରରେ ପାଳିତ ହୋଇଆସୁଛି।ଶାଶନୀ ବ୍ରାହ୍ମଣ ପରିବାରରେ ବସବାସ କରନ୍ତି। ଅତି ସୁନ୍ଦର ଛୋଟିଆ ଗ୍ରାମ ସମସ୍ତେ ପଣ୍ଡିତ ଓ ସରକାରୀ କର୍ମଚାରୀ ଏବଂ ମୈଳିକ ବୃତ୍ତି ପୁରୋହିତ ପଣ୍ଡିତ ଗ୍ରାମ ରେ ଅଧିଷ୍ଟାତ୍ରୀ ମା କନକ ଦୂର୍ଗା ବିରାଜମାନ ଓ ପଣ୍ଟିମ ଦିଗରେ ରଘୁନାଥ ମନ୍ଦିର ଅବସ୍ଥିତ ଏବଂ ପୂର୍ବ ଦିଗକୁ ବୈଦ୍ୟନାଥ ମନ୍ଦିର ସମ୍ମୁଖରେ ସୁନ୍ଦର ପ୍ରାକୃତିକ ଭରା ପୁଷ୍କରିଣୀ ଅତି ମନଲୋଭା ଅଟେ। ବହୁ ପ୍ରାଚୀନ କାଳରୁ ଶାସନ ରଜା ରାଜୁତି ସମୟରୁ। ଏହି ଗ୍ରାମ କୁ ଶହ ଶହ ଲୋକ ଜାତକ ଓ ଖଡ଼ି ପାଞ୍ଜି କରିବାକୁ ଆସନ୍ତି। ଗଣେଶ ପୂଜା କମିଟି ପକ୍ଷରୁ ଓ ଗ୍ରାମ ବାସିନ୍ଦା ମିଶି ସମୂହ କାର୍ଯ୍ୟ କ୍ରମ କରନ୍ତି। ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଶର୍ମା ସରକାରୀ ଅବସରପ୍ରାପ୍ତ ଶିକ୍ଷକ ଓ ଭାରତ ସ୍ବନପଦକ ଭାରତ ସରକାରଙ୍କ ଦ୍ୱାରା ବିବେଚିତ।