Tuesday, August 23, 2022
Homeରାଜ୍ୟ ବିଜେପି ସଭାପତି ଙ୍କୁ ଡାବୁଗାଁ ରେ କରାଗଲା ଭବ୍ୟ ସ୍ଵାଗତ

ରାଜ୍ୟ ବିଜେପି ସଭାପତି ଙ୍କୁ ଡାବୁଗାଁ ରେ କରାଗଲା ଭବ୍ୟ ସ୍ଵାଗତ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ଡାବୁଗାଁ ବିଜେପି ପକ୍ଷରୁ ଭବ୍ୟ ସ୍ଵାଗତ କରାଗଲା। ଏହି ଅବସରରେ ରାଜ୍ୟ ସଂପାଦକ ରମେଶ ସାହୁ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ,ଜିଲ୍ଲା ସଭାପତି ଜଗଦୀଶ ବିଷୟୀ,  ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌରୀ ମାଝୀ,କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର , ଜିଲ୍ଲା ସଂପାଦକ ଅରୁଣ ନାୟକ, ମନୋରମା ନାୟକ, ଲକ୍ଷ୍ମୀ ଜାନୀ, ମହେଶ ପାତ୍ର, ଭୀମସେନ ଜେନା, ନରେଶ ସିଂ, ନରୁ ସିଂ, ଲୋକସଭା ସଂଯୋଜକ ମନିଜର ଆର୍ଯ୍ୟ, ପ୍ରଭାରୀ ମାନସ ତ୍ରିପାଠୀ, ଯଗଦୀଶ ଭତ୍ରା , ରାଜେନ୍ଦ୍ର ବିଶୋର, ଡମ୍ବରୁ ଭତ୍ରା ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ। ଡାବୁଗାଁ ର ସମସ୍ତ ଆୟୋଜନ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ ଓ ତାଙ୍କ ଟିମ୍ କରିଥିଲେ। 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!