ଗଂଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ କରଞ୍ଜରା ଗ୍ରାମ ର ପ୍ରିୟା ପ୍ରଧାନ , ବୟସ ୧୩ , ପାଣି ବୁଡି ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ପୋଲସରା ଶ୍ରୀ କାନ୍ତ ସାହୁ ପୋଲସରା ମେଡିକାଲ କୁ ଯାଇ ଶୋକ ସତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ଶଵ ବ୍ୟବଚ୍ଛେଦ କରିବା ପାଇଁ ବ୍ରହ୍ମପୁରMKCG ମେଡିକାଲ କୁ ପଠାଇଛନ୍ତି। ଗ୍ରାମ ରେ ଶୋକ ଛାୟା ଖେଳିଯାଇଛି।