Tuesday, August 23, 2022
Homeଲମତାପୁଟ ରେ ଟ୍ରାଫିକ ସମସ୍ୟା ସାପ୍ତାହିକ ହାଟରେ ମୁଖ୍ୟ ରାସ୍ତା ଜାମ

ଲମତାପୁଟ ରେ ଟ୍ରାଫିକ ସମସ୍ୟା ସାପ୍ତାହିକ ହାଟରେ ମୁଖ୍ୟ ରାସ୍ତା ଜାମ

ଲମତାପୁଟ/୧୬/୯/୨୦୨୩ ଲମତାପୁଟ ରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟ ବସୁଥିବା ରୂ ମୁଖ୍ୟ ରାସ୍ତା ର ଦୁଇ ପଟେ ବେପାରୀ ମାନେ ସେମାନଙ୍କ ପସରା ମେଲାଇ ବସୁଅଛନ୍ତି ଯାହାଫଳରେ ଗାଡ଼ି ମୋଟର ଯାତାୟାତ ରେ ନାନା ସମସ୍ୟା ଦେଖାଦେଇଛି।ଏହା ବ୍ୟତୀତ ବଜାର ମଧ୍ୟ ରେ ଭାରି ଯାନ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ବଢିବା ଦେଖିବାକୁ ମିଳୁଛି। ଯଦି ଭବିଷ୍ୟତରେ କିଛି ଘଟଣା ଦୁର୍ଘଟଣା ଘଟେ ଏଥିପାଇଁ କିଏ ଉତ୍ତର ଦାୟୀ ହେବେ ସେଥିପାଇଁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଇଛି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!