ଗଂଜାମ ଜିଲ୍ଲା, ବୁଗୁଡ଼ା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା ଓ ବ୍ଲକ୍ ସ୍ତରୀୟ ମିଶନ ଶକ୍ତି ଗୃହ କୁ ବିଧାୟକ ପୋଲସରା ଶ୍ରୀ କାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ ରୋଗୀ ମାନେ କିପରି ଉତ୍ତମ ଚିକିତ୍ସା ପାଇପାରିବେ ସେ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି, ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଆଦିପୁର ଗ୍ରାମ ର ଗୋବର୍ଦ୍ଧନ ପ୍ରଧାନ ଗଛରୁ ପଡି ମୃତ୍ୟୁ ବରଣ କରିଛନ୍ତି ଖବର ପାଇ ବିଧାୟକ ମହୋଦୟ ମେଡିକାଲ କୁ ଯାଇ ଶୋକ ସତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା କରିଛନ୍ତି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମ ର ମିଶନ ଶକ୍ତି ଗୃହ କୁ ବିଧାୟକ ପୋଲସରା ଶ୍ରୀ ଯୁକ୍ତ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ , ଗ୍ରାମ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ବିଷୟରେ ଆଲୋଚନା କରିଛନ୍ତି ବୁଗୁଡ଼ା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମ ର ପ୍ରଭାତ ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି ବିଧାୟକ ମହୋଦୟ ମୃତ୍ୟୁ ଙ୍କ ବାସଭବନ କୁ ଯାଇ ସତପ୍ତ ପରିବାର ର କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା କରିଛନ୍ତି ଏବଂ ଗ୍ରାମ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ବିଷୟରେ ଆଲୋଚନା କରିଛନ୍ତି।