Tuesday, August 23, 2022
Homeଗୋଷାଣୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବାପ୍ରାଥମିକ ଶିକ୍ଷକଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚି

ଗୋଷାଣୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବାପ୍ରାଥମିକ ଶିକ୍ଷକଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚି


ପାରଳାଖେମୁଣ୍ଡି:୧୫/୯ ଗଜପତି ଜିଲ୍ଲା ଗୋଷାଣୀ  ବ୍ଳକର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ 
ଫଡେରସନ ପକ୍ଷରୁ ଗୋଷାଣୀ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚଳାଇଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି ।ରାଜ୍ୟ ସଙ୍ଘ ଓ ଜିଲ୍ଲା ସଙ୍ଘର ନିର୍ଦ୍ଦେଶକ୍ରମେ ତିନି ଦଫା ଦାବି ନେଇ ବ୍ଳକରେ ଧାରଣା ଦେଇଛନ୍ତି । ଦାବି ଗୁଡିକ ହେଲା ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୬/୭ ବର୍ଷ ଚୁକ୍ତି ଭିତ୍ତିକ ସିନିଆରକୁ ଗଣନା କରି ଜାତୀୟ ଇନକ୍ରିମେଣ୍ଟ ପ୍ରଦାନ ତଥା ପ୍ରମୋସନ ଦେବା, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ ଧାରଣା ଦେଇ ଥ‌ିବାର ଦେଖିବାକୁ ମିଳିଛି ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!