ଜାଲସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି
ଜାଲସାର୍ଟିଫିକେଟ ଦେଇ ଫସିଲେ ନକଲି ଶିକ୍ଷୟତ୍ରୀ ।
ଥାନା ରେ ମାମଲା ରୁଜୁ କଲା ପାଟପୁର ପୋଲିସ ।ଫେରାର ଶିକ୍ଷୟତ୍ରୀ ଙ୍କ ନାମରେ ଶିକ୍ଷା ବିଭାଗ ଏତଲା ଦେବା ପରେ ଫେରାର ଶିକ୍ଷୟତ୍ରୀ ।
ଚାକିରୀ ରୁ ବହିଷ୍କୃତ କଲେ ଜିଲ୍ଲାପାଳ ।ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ନେହୁରୁ ବିଦ୍ୟାପୀଠ ର ଶିକ୍ଷୟତ୍ରୀ ।ଶିକ୍ଷୟତ୍ରୀ ହେଉଛନ୍ତି ମନ୍ଦାକିନି ନାହାକ ।ଯୁକ୍ତ ଦୁଇ ସାର୍ଟିଫିକେଟ ମାର୍କ ସିଟ ନକଲି ବୋଲି କଟକ ବୋର୍ଡ ଦର୍ଶାଇଛି ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ