Tuesday, August 23, 2022
Homeଆସିକା ବ୍ଲକ୍ ଅନ୍ତର୍ଗତ ଚେରମାରିଆ ଗ୍ରାମ ଠାରେ ଧରାକୋଟ ତାଲୁକା ସହସ୍ରାଙ୍ଗ ମୁଠା ତରଫରୁ " ନନ୍ଦ ମହୋତ୍ସବ" ଅନୁଷ୍ଠିତ

ଆସିକା ବ୍ଲକ୍ ଅନ୍ତର୍ଗତ ଚେରମାରିଆ ଗ୍ରାମ ଠାରେ ଧରାକୋଟ ତାଲୁକା ସହସ୍ରାଙ୍ଗ ମୁଠା ତରଫରୁ " ନନ୍ଦ ମହୋତ୍ସବ" ଅନୁଷ୍ଠିତ

ତା - 08/09/23 ଆସିକା ବ୍ଲକ୍ ଅନ୍ତର୍ଗତ ଚେରମାରିଆ ଗ୍ରାମ ଠାରେ ଧରାକୋଟ ତାଲୁକା ସହସ୍ରାଙ୍ଗ ମୁଠା ତରଫରୁ " ନନ୍ଦ ମହୋତ୍ସବ" ଅନୁଷ୍ଠିତ ହୋଇଯାଇଛି।ମାନ୍ୟବର ଆସିକା ସାଂସଦ ପ୍ରମିଳା ବିଷୋୟୀ,ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ବିଧାୟକ ସୋରଡ଼ା,ବିଧାୟିକା ଆସିକା,ବିଧାୟିକା କବିସୂର୍ଯ୍ୟନଗର,ବିଧାୟିକା ଖଲ୍ଲିକୋଟ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଗ ଦେଇଛନ୍ତି। ଗୋପାଳ ସମାଜ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!