ଲମତାପୁଟ/୭/୯/୨୦୨୩ ଲମତାପୁଟ ରେ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ଏହି ଅବସରରେ ତ୍ରିନାଥ ମନ୍ଦିର ରେ ଭକ୍ତ ମାନେ ଏକତ୍ରିତ ହୋଇ ଭଗବାନ ଙ୍କ ନାମ ସଂକୀର୍ତ୍ତନ କରିଥିଲେ ଲମତାପୁଟ ରେ ପ୍ରବଳ ବର୍ଷା ଯୋଗୁଁ ବିଳମ୍ବରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା।ହୂଳହୁଳି ପୂଜାର୍ଚ୍ଚନା ସହ ଭକ୍ତ ମାନେ ପ୍ରସାଦ ସେବନ କରୁଥିଲେ