Tuesday, August 23, 2022
Homeଚନ୍ଦ୍ରିକା ଶିଶୁ ଆବାସିକ ବିଦ୍ୟାମନ୍ଦିରରେ ଗୁରୁ ଦିବସ‌ ପାଳିତ

ଚନ୍ଦ୍ରିକା ଶିଶୁ ଆବାସିକ ବିଦ୍ୟାମନ୍ଦିରରେ ଗୁରୁ ଦିବସ‌ ପାଳିତ



ଗଞ୍ଜାମ ଜିଲ୍ଲା ପିତଳ ଛକ ଚନ୍ଦ୍ରିକା ଶିଶୁ ଆବାସିକ ବିଦ୍ୟାମନ୍ଦିର ରେପ୍ରଧାନାଚାର୍ଯ୍ଯ ବିଚିତ୍ରାନନ୍ଦ ମୁନି ଙ୍କ ସଭାପତିତ୍ବରେ ଗୁରୁ ପୂଜନ ଉଛଵ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ତଥା ଶେରଗଡ଼ ମିଡିଆହାଉସର ଉପଦେଷ୍ଟା ଡାକ୍ତର ହୃଷୀକେଶ ମହାନ୍ତି ମୂଖ୍ୟ ଅତିଥି ରୂପେ ଯୋଗଦେଇ ଗୁରୁ ପୂଜନ ଦିବସ ରମହତ୍ବ ସମ୍ପର୍କରେ ଉଦ୍ ଵୋଧନ ଦେବା ସହ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ପ୍ରତିଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ।ଏହି‌ଅବସରରେ‌ ଅବସର ପ୍ରାପ୍ତ ‌ଶିକ୍ଷକ ଗୋପାଳ ଚନ୍ଦ୍ର ପାତ୍ରଓସୁରେନ୍ଦ୍ରନାଥ ଚୈ।ଧୁରୀଙ୍କୁ ସମ୍ମାନୀତ କରାଯାଇଥିଲା। ପ୍ରାରମ୍ଭରେ‌ ଗୁରୁ ପୂଜନ ପରେ ସଭାପତି ଶ୍ରୀମୁନି ଅତିଥି ପରିଚୟ ସହ କାର୍ଯ୍ୟ କ୍ରମ ସୂଚନା ଦେଇ ଥିଲେ
। ବିଭିନ୍ନ ପ୍ରତିଯୋଗିତା ରେ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ‌ଅତିଥି‌ମାନେ ଟ୍ର‌ଫି ଓପୁରସ୍କାର ଵିତରଣ  କରିଥିଲେ। ଉଛଵ ରେ ଵର୍ଷାରାଣୀ‌ମୁନି, ଲଳିତା ସ୍ବାଇଁ,ନିରାମୟ ପାତ୍ର, ସଞ୍ଜୁକ୍ତାସାମନ୍ତରାୟ, ବୈଜୟନ୍ତୀ ମହାନ୍ତି,ଶଙ୍କର ବେହେରା, ଆରତୀ ନାୟକ, ଜଗଦାନନ୍ଦ ମୁନି, ସନ୍ତୋଷୀନୀସ୍ବାଇ,ଵର୍ଷାରାଣୀ ଜେନା,ଯାଜ୍ଞସେନୀ ପୋଲାଈ ଓ ଲିଙ୍କି‌ ପାତ୍ର ସମେତ ସମସ୍ତ ଗୁରୁଜୀ ଓ ଗୁରୁ ମାଁ, ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।
ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!