Tuesday, August 23, 2022
Homeବ୍ରହ୍ମପୁର ଗୋଷାଇଁନୁଆଁ ଗ୍ରାମ ଶକ୍ତି ନଗର ସ୍ଥିତ ଶଶୁର ଘରେ ରେ ଡାକ୍ତର ସୁରେନ୍ଦ୍ର ନାଥ ରଥଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଗୋଷାଇଁନୁଆଁ ଗ୍ରାମ ଶକ୍ତି ନଗର ସ୍ଥିତ ଶଶୁର ଘରେ ରେ ଡାକ୍ତର ସୁରେନ୍ଦ୍ର ନାଥ ରଥଙ୍କ ଆତ୍ମହତ୍ୟା

ପାରଳାଖେମୁଣ୍ଡି:୪/୯  ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ସୁରେନ୍ଦ୍ର ନାଥ ରଥ ବ୍ରହ୍ମପୁର ଗୋସାଇଁ ନୂଆଁ ଗ୍ରାମ ଶକ୍ତି ନଗର ସ୍ଥିତ ଶଶୁରଙ୍କ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି l ଆତ୍ମହତ୍ୟା କରିବାର କାରଣ ଜଣା ପଡ଼ିନାହିଁ l ଖବର ପାଇ ବ୍ରହ୍ମପୁର ଗୋଷାଣୀନୁଆଗାଁ  ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି l ଡ: ରଥଙ୍କ ମୃତ୍ୟୁରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର, ନର୍ସ, ଓ ଅନ୍ୟ କର୍ମଚାରୀଙ୍କ ସମେତ ପାରଳାଖେମୁଣ୍ଡି ସହରର ଜନସାଧାରଣ ଙ୍କ ମଧ୍ୟରେ ଗଭୀର ଶୋକ ଖେଳାଇ ଦେଇଛି l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!