Tuesday, August 23, 2022
Homeସାତ ମାସର ଗର୍ଵବତୀ କରି ପ୍ରେମିକ ଫେରାର

ସାତ ମାସର ଗର୍ଵବତୀ କରି ପ୍ରେମିକ ଫେରାର

ନବରଙ୍ଗପୁର:--ଆଜିକୁ ପ୍ରାୟ ବର୍ଷେ ହେବ ଡାବୁଗାଁ ବ୍ଲକ ବୋରିଗାଁ ଗ୍ରାମର ଯୁବତୀପିଞ୍ଜଲା ଭତ୍ରା ସହ ମେଣ୍ଡରା ଗ୍ରାମର ଯୁବକର ଡମ୍ବରୁ ମୁଦଲି ର ପ୍ରେମ ସମ୍ପର୍କ ଗୋଡି ଉଠିଥିଲା  ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଡି ଉଠିଥିଲା ବର୍ତ୍ତମାନ ଯୁବତୀ ସାତ ମାସର ଗର୍ଭବତୀ ।ବିବାହ କରିବା ପାଇଁ ଯୁବତୀ ଜଣକ ଯୁବକକୁ କହିବାରୁ ବର୍ତ୍ତମାନ ଯୁବକ ଫେରାର ହଇଯାଇଛି ।ସାତ ମାସର ଗର୍ଵବତୀ କରି ପ୍ରେମିକ ଫେରାର ହଇ ଯିବାପରେ , ପରିବାର ବର୍ଗ ସହ ଆସି ଥାନାର ଦୁଆରସ୍ତ ହେଲେ ଵୋରିଗାଁର ଯୁବତୀ। ବର୍ତ୍ତମାନ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନର ଦୁଆରସ୍ତ ହେବା ପରେ ଯୁବତୀକୁ ନ୍ୟାୟ ମିଳୁଛିକି ନାଇଁ ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!