ସ୍ଥାନ, ଭୁବନେଶ୍ୱର
ତ,- 04/09/23
Slog , ଭୁବନେଶ୍ୱର ଠାରେ,୫୬ ୱାର୍ଡ଼, ରେ ଜନସମ୍ପର୍କ ପଦଯାତ୍ରା ଓ ତା ଖଟି ରେ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ବାବୁ ସିଂ ଭୁବନେଶ୍ୱର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏବଂ ଦଳୀୟ ସଂଗଠନର ବହୁତ କ୍ରମକତ୍ରା ଅଂଶ ଗ୍ରହଣ କରିଥିଲେ। ଅଖିଳ ପଟ୍ଟନାୟକ, ଅମର ଜ୍ୟୋତି ଜଗଦେବ, ଗୟାଧର ରଥ, ମୁରଲୀଧର ନାୟକ, ନାରାୟଣ ଵସ୍ତ୍ରିଆ, ଜ୍ୟୋତି ରେଖା ନାୟକ, ଗିତା ରାଣୀ ବେହେରା, ବିନ୍ଦୁ ଲତା ବଳିୟାର ସିଂ, ପ୍ରଶାନ୍ତ ନାୟକ, ବହୁ ସଂଖ୍ୟା ଯୋଗ ଦେଇଥିଲେ।