Tuesday, August 23, 2022
Homeବୁଟିଆଗୁଡା ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ବିଭିନ୍ନ ଦଳ ଛାଡି ବିଜେଡ଼ିରେ ଯୋଗଦେଲେ ୪୦ ଜଣ

ବୁଟିଆଗୁଡା ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ବିଭିନ୍ନ ଦଳ ଛାଡି ବିଜେଡ଼ିରେ ଯୋଗଦେଲେ ୪୦ ଜଣ

ନବରଙ୍ଗପୁର:- ଡାବୁଗାଁ ବ୍ଲକର ମେଦନା ପଞ୍ଚାୟତ ବୁଟିଆଗୁଡା ଗ୍ରାମର ୪୦ ଜଣ ଯୁବକ ଆଜି ବୁଟିଆଗୁଡା ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ର ଆୟୋଜନ କରି ଡାବୁଗା‍ଁ ଲୋକପ୍ରିୟ ବିଧାୟକ ଶ୍ରୀ ଯୁକ୍ତ ମନହୋର ରନ୍ଧାରୀ  ଏବଂ ଲୋକପ୍ରିୟ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋତିରାମ ନାୟକ ଙ୍କ ଉପସ୍ଥିତି ରେ ଆଜି କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡି ଦଳ ରେ ସାମିଲ ହୋଇଛନ୍ତି । ଡାବୁଗାଁ ବ୍ଲକ ବିଜୁଜନତା ଦଳ ତାଙ୍କୁ ସ୍ଵାଗତ ଜଣାଉଛୁ । ଏହି ସମୟରେ ଉପସ୍ଥିତ ଥିଲେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଗୁପ୍ତ ବିଶୟୀ ,ସାଂସଦ ପ୍ରତିନିଧି ଆପା ରାଓ,ବିଧାୟକ ପ୍ରତିନିଧି ବୁଲୁ ରାଓ,ମେଦନା ପଞ୍ଚାୟତର ବରିଷ୍ଠ ବିଜେଡି ନେତା ବୁଡା ମିଶ୍ର,ମେଦନା ସରପଞ୍ଚ ସେମେତ ଅନେକ ବିଜେଡି କର୍ମୀମାନେ। ଡାବୁଗାଁ ବ୍ଲକ ରେ ବିଜେଡି ଧୀରେ ଧୀରେ ଆହୁରି ମଜବୁତ ହେବାକୁ ଲାଗିଛି  ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!