Tuesday, August 23, 2022
Homeଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଡ଼ିଆରେ ପହଞ୍ଚିଲେ 5 T ସଚିବ ଭି ,କେ,ପାଣ୍ଡିଆନ।

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଡ଼ିଆରେ ପହଞ୍ଚିଲେ 5 T ସଚିବ ଭି ,କେ,ପାଣ୍ଡିଆନ।

ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ପଠେଇଛନ୍ତ୍ରି,ଆପଣ ମାନଙ୍କ ର ଦୁଃଖ ସୁଖ ବୁଝିବାପାଇଁ ଏମିତି କହିଲେ। 
ପୋଲିସ ମାନେ କଡ଼ାକଡ଼ି ପାଳନ କରିଥିଲେ ସମସ୍ତ ମିଶନ ଶକ୍ତି ମାଁ ମାନଙ୍କୁ ବ୍ୟାଗ୍ ଓ ପାଣି ବୋତଲ ଏବଂ କଳା ପୋଷାକ ଧାରୀ ମାନଙ୍କୁ ପ୍ରବେଶ ନିଷେଧ କରାଯାଇଥିଲା। ସମସ୍ତ ଜନତା ଓ ଛାତ୍ର ଛାତ୍ରୀ ଜନସାଧାରଣଙ୍କୁ ମଧ୍ୟ କଡ଼ାକଡ଼ି ଚେକ୍ କରି ପ୍ରବେଶ କରାଇ ଥିଲେ
ସଭା ମଞ୍ଚ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ପାନୀୟଜଳ , ଚାଷ, ଶିକ୍ଷା , ସ୍ବାସ୍ଥ୍ୟ , ମନ୍ଦିର ଓ ମିଶନ ଶକ୍ତି ଉପରେ ଅଭିଭାଷଣ ଦେଇଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!