ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ସୋନାଲି ଜେନା (ବୟସ - ୧୮) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଅରଖପୁର ଗ୍ରାମ ରେ ଶୋକ ଛାୟା ଖେଳିଯାଇଛି ବହୁତ ଲୋକ ମାନେ ଉପସ୍ଥିତ ରହି ଅନ୍ତିମ ସଂସ୍କାର ପାଇଁ ମୃତ ପରିବାର କୁ ସମବେଦନା ଜଣାଇବା ସମସ୍ତେ ଦୁଃଖ ଭାଙ୍ଗି ପଡିଥିଲେ। ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ସ୍ବର୍ଗତ ସୋନାଲି ଜେନା ଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇ ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।