Tuesday, August 23, 2022
Homeସାନଖେମୁଣ୍ଡି ରେ 5ଟି ସଚିବ ଙ୍କ ଜନତା ଙ୍କ ସହିତ ଆଲୋଚନା

ସାନଖେମୁଣ୍ଡି ରେ 5ଟି ସଚିବ ଙ୍କ ଜନତା ଙ୍କ ସହିତ ଆଲୋଚନା

ସାନଖେମୁଣ୍ଡି ରେ 5ଟି ସଚିବ ଙ୍କ ଜନତା ଙ୍କ ସହିତ ଆଲୋଚନା

Note: ସାନଖେମୁଣ୍ଡି-ଗଞ୍ଜାମ ସାନଖେମୁଣ୍ଡି ଜଗନ୍ନାଥପୁର ପଡ଼ିଆରେ ପହଞ୍ଚିଲେ ୫ଟି ସଚିବ ଭି.କେ ପଣ୍ଡିଆନ।

ହେଲିକେପ୍ଟର ଯୋଗେ ପହଞ୍ଚିଲେ ।

କଡା ସୁରକ୍ଷା ର ସହ ପୋଲିସ ପ୍ରଶାସନ ଦ୍ଵାରା ତାଙ୍କୁ ସଭାସ୍ଥଳ କୁ ନିଆ ଯାଇଛି। 

ସଭାରେ ଉପସ୍ଥିତ ଥିବା ହଜାର ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କ ସହିତ ଖୁସି ବାଣ୍ଟିଥିଲେ ଏବଂ ମହିଳା ମାନେ 5ଟି ସଚିବ ଙ୍କୁ ରାକ୍ଷୀ ବାନ୍ଧିଥିଲେ ସାଧାରଣ ଲୋକଙ୍କୁ ସିଧାସଳଖ ମିସିବା ସହ ଲୋକଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କଲେ।  ମୋଟ 12 ଶହ ଦରଖାସ୍ତ ନିଜେ ଲୋକଙ୍କ ଠାରୁ ଗ୍ରହଣ କରିଛନ୍ତି।

ହଜାର ହଜାର ଲୋକଙ୍କ ଦ୍ୱାରା ଭରା ସଭାରେ ମଞ୍ଚକୁ ଚଢି ନିଜ ଜୟ ଜଗନ୍ନାଥ କହି ଅଭି ଭାଷଣ ଆରମ୍ଭ କଲେ

ମୁଣ୍ଡମରାଇ ଓ ଧରାକୋଟ କଲେଜକୁ  5ଟି ରେ ରୂପାନ୍ତରିତ କରିବା ପାଇଁ ଘୋଷଣା କରିଛନ୍ତି। 
ଧରାକୋଟ ଓ ସାନଖେମୁଣ୍ଡି ବ୍ଲକ ର 
ଉନ୍ନତି ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପ ର  ଘୋଷଣା କରିଛନ୍ତି ।

କୃଷକଙ୍କୁ ରୁଣ ସୁବିଧା ଓ ବିଜୁ ସ୍ୱାସ୍ଥ୍ୟ କର୍ଡ଼ ବିଷୟରେ ଲୋକଙ୍କୁ ବୁଝାଇବା ସହ । ସମସ୍ତ ବିଷୟ କୁ ଆଗାମୀ 2 ମାସ ଭିତରେ ସମାଧାନ କରାଯିବ ବୋଲି ଘୋଷଣା କରିଛନ୍ତି।

ପାନୀୟ ଜଳ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳଙ୍କୁ ।
ଗଞ୍ଜାମ ସାନଖେମୁଣ୍ଡି ରୁ ଅଖିଳ କୁମାର ପଟ୍ଟନାୟକ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!