ବ୍ରହ୍ମପୁର 26.8.23, ଗଞ୍ଜାମ ଜିଲ୍ଲାକୁ 3 ତିନି ଦିନ ଧରି ଆସିଥିବା ମୁଖ୍ୟମନ୍ତ୍ରୀ ଙ୍କ 5ଟି ସଚିବ ଭି କେ ପାଣ୍ଡିୟାନ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ରଙ୍ଗେଇଲୁଣ୍ଡା ବ୍ଲକ ରେ କନିଶି ଗ୍ରାମର ବାଲାଜୀ ବିଦ୍ୟାପୀଠ ର ଖେଳ ପଡିଆ ଠାରେ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ଥାନରୁ ବହୁ କର୍ମୀ,ବିଧାୟକ,ବିଧାୟିକା,ମେୟର,କର୍ପୋରେଟର ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଭି କେ ପାଣ୍ଡିୟାନ ଙ୍କୁ ସ୍ଵାଗତ ଜଣାଇଥିଲେ।ମଞ୍ଚରେ 5ଟି ସଚିବ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମା ମାନଙ୍କ ପାଇଁ ମିଶନ ଶକ୍ତି ଯୋଜନା, ମହିଳା ସଶକ୍ତି କରଣ ଯୋଜନା ଏବଂ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ।