Tuesday, August 23, 2022
Homeଡାବୁଗାଁର ନୂତନ ବସ୍ ଷ୍ଟାଣ୍ଡ କୁ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍ ଘାଟନ କଲେ

ଡାବୁଗାଁର ନୂତନ ବସ୍ ଷ୍ଟାଣ୍ଡ କୁ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍ ଘାଟନ କଲେ

ନବରଙ୍ଗପୁର  ଯିଲ5 ଡାବୁଗାଁ ଠାରେ ନୂତନ ବସ୍ ଷ୍ଟାଣ୍ଡ କୁ ଆଜି ଓଡ଼ିଶାର ମୂଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍ ଘାଟନ କଲେ
ଉକ୍ତ ଶୁଭ ଉଦ୍ ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ  ଡାବୁଗାଁ ଲୋକ ପ୍ରିୟ ବିଧାୟକ ଶ୍ରୀ ଯୁକ୍ତ ମନୋହର ରନ୍ଧାରୀ ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମୋତିରାମ ନାୟକ ଯୋଗ ଦେଇଥିଲେ । ତତ ସଙ୍ଗେସଙ୍ଗେ ଆଜିର କାର୍ଯ୍ୟକ୍ରମରେ ଡାବୁଗାଁ ତହସିଲଦାର କୃଷ୍ଟ ଚନ୍ଦ୍ର ଦାସ,ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ  ,ବ୍ଲକ ଅଧକ୍ଷା ବିଣା ମାଝୀ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର,ସାଂସଦ ପ୍ରତିନିଧି ଅପାରାଓ,ବିଧାୟକ ପ୍ରତିନିଧି ବୁଲୁ ରାଓ ସମେତ ଅନେକ ବ୍ଲକ ସ୍ତରୀୟ ଅଧିକାରୀ ମାନେ ତଥା ଡାବୁଗାଁ ବ୍ଲକର ସତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!