ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ, ଶାନ୍ତି ଜୟ ମା କାଠୁଳିଆ ଦେବୀ ମନ୍ଦିର ଅବସ୍ଥିତ,ଅତି ସୁନ୍ଦର ପ୍ରାକୃତିକ ପରିବେଶରେ ସୈନ୍ଦଯ୍ୟଭରା ଭରିପୁର ଜଳପ୍ରପାତ ଅହ ନିଶି ଶାନ୍ତି ଝର ଵହିଚାଲିଛି। ମା କାଠୁଳିଆ ଦେବୀ ମନ୍ଦିର ପୂଜା ଅର୍ଯନା ମନ୍ଦିର ସେବକ କରିଆସୁଛନ୍ତି। ମନ୍ଦିର ପରିଚାଳନା କମିଟି ଓ ସଭାପତି mr, Sunil chaudhary ମନ୍ଦିର ପରିଚାଳନା କରିଆସୁଛନ୍ତି। ମନ୍ଦିର ପାଇଁ ଭକ୍ତ ଆସିବାପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଇଥାଏ। ରାସ୍ତା ପଥ ଗାଡ଼ି ଯିବା ଆସିବା କରିବାପାଇଁ ଓ ଶାନ୍ତି ଝର ଶିଶୁ ଉଦ୍ୟାନ କରାଯାଇଛି ପର୍ଯଟନ ସ୍ଥଳ ବାସଗୃହ ଓ ପାନୀୟଜଳ ସମସ୍ୟାର ସମ୍ମୁଖିନ ହେଉଛି। ନିଜ ଚେଷ୍ଟାରେ ଏତିକି କରିଛୁ। ପ୍ରଶାସନିକ କିଛି ସାହାଯ୍ୟ ମିଳିନାହିଁ। ସମସ୍ତ ଜନତା ଓ ଭକ୍ତ ଅଞ୍ଚଳ ଵାସି ଏବଂ ଆଖପାଖ ଜନସାଧାରଣଙ୍କ, ଗଂଜାମ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ଗଂଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀ , ସ୍ଥାନୀୟ,. MLA or MP, ଅତି ଶିଘ୍ର ପର୍ଯଟନ ସ୍ଥଳୀ ମାନ୍ୟତା ପାଇଁ ଅନୁରୋଧ। ସ୍ଥାନୀୟ ଅଂଚଳର ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରସାଶନିକ ସାହାଯ୍ୟ ଯୋଗାଇ ଦାବି। ଆସନ୍ତୁ କ'ଣ କହିଛନ୍ତି ଶୁଣିବା