Tuesday, August 23, 2022
Homeପୌର ପରିଷଦ, ସୁନାବେଡ଼ା ସ୍ବାୟତ୍ତ ଶାସନ ଦିବସ - ୨୦୨୩ ଆୟୋଜିତ

ପୌର ପରିଷଦ, ସୁନାବେଡ଼ା ସ୍ବାୟତ୍ତ ଶାସନ ଦିବସ - ୨୦୨୩ ଆୟୋଜିତ

ପୌର ପରିଷଦ, ସୁନାବେଡ଼ା ସ୍ବାୟତ୍ତ ଶାସନ ଦିବସ - ୨୦୨୩ ଉପଲକ୍ଷେ ସୁନାବେଡ଼ା ପୌର ପରିଷଦ ଦ୍ବାରା ଆୟୋଜିତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆନ୍ତଃ ସ୍କୁଲ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଭାଗ ନେଇଥିଲେ ଏବଂ ଉପସ୍ଥିତ ଥିଲେ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ନାରାୟଣ ନାୟକ,ପୌର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ପାତ୍ର ପରିଷଦ ରାମ ଵେନିଆ, ମନୋଜ ସୁନା , ମିନତୀ ମିଶ୍ର , ଗଜେନ୍ଦ୍ର ମାଝି, ସ୍ୱରୂପା ପଟ୍ଟନାୟକ, ସ୍ୱର୍ଣ୍ଣପ୍ରଭା ପଟ୍ଟନାୟକ, ମମତା ରାୟ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କର ଅଭିଜ୍ଞତା କୁ ଦେଖି ଅନେକ ଭଲ ବିଷୟ ମଧ୍ୟ ଛାତ୍ର ଛାତ୍ରୀ ମାନୋଙ୍କୁ କହିଥିଲେ ଏହି କାର୍ଯ୍ୟକ୍ରମ ଟି  ପୌର ପରିଷଦ କଲ୍ୟାଣମଣ୍ଡପ, ସୁନାବେଡ଼ା ତାରିଖ : ୨୨.୦୮.୨୦୨୩ ରେ ଅନୁଷ୍ଠିତ ହୋଇଥିଲା 

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!