Tuesday, August 23, 2022
Homeଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିରୀକ୍ଷିକଙ୍କ 90ବର୍ଷ ବୟସରେ ପରଲୋକ

ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିରୀକ୍ଷିକଙ୍କ 90ବର୍ଷ ବୟସରେ ପରଲୋକ

ବ୍ରହ୍ମପୁର -ସ୍ଥାନୀୟ ଗୋଦାବରୀଶନଗରସ୍ଥିତ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ନିରୀକ୍ଷକଶ୍ରୀ ଯୁଗଳ କିଶୋର ପଣ୍ଡାଙ୍କ 90ବର୍ଷ ବୟସରେ ଏମ କେ ସି ଜି ମେଡିକାଲ ରେ ଚିକିତ୍ସା ସମୟରେ ପରଲୋକ ହୋଇଛି!ସେ ଜଣେ ଧର୍ମପରାୟଣ, ପରପୋକାରୀ, ସମାଜସେବୀ ଓ କର୍ତଵ୍ୟନିଷ୍ଠ ବ୍ୟକ୍ତି ବିଶେଷ ଥିଲେ!ଏହିପରି ଜଣେ ବ୍ୟକ୍ତି ବିଶେଷଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି!ଏହି ମହାନ ବ୍ୟକ୍ତି ଙ୍କ ର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ କରାଯାଇଥିଲା!ଜ୍ୟେଷ୍ଠ ପୁତ୍ର କୁମୁଦ ରଞ୍ଜନ ପଣ୍ଡା ମୁଖାଗ୍ନି ଦେଇଥିଲେ!ଶବଦାହ ବେଳେ ଅନ୍ୟ ଦୁଇ ପୁତ୍ର ଓଡିଶା ସାଧୁ ସମାଜର ସଭାପତି ଶ୍ରୀ ମହନ୍ତ କମଳାକାନ୍ତ ଦାସ ମହାରାଜ, କୈଳାଶ ଚନ୍ଦ୍ର ପଣ୍ଡା ଓ ଅନେକ ବନ୍ଧୁ ସଜନ ଗଣ ଉପସ୍ଥିତ ଥିଲେ!ଏହିପରି ଜଣେ ମହାନ ବ୍ୟକ୍ତି ଙ୍କ ପରଲୋକରେ ତାଙ୍କର ଆମର ଆତ୍ମା ର ସଦଗତି ପ୍ରାର୍ଥନା କରିଥିଲେ!

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!