Tuesday, August 23, 2022
Homeବିଭିନ୍ନ ଦାବିକୁ ନେଇ କଂଗ୍ରେସ ର ବ୍ଲକ ଘେରାଉ।

ବିଭିନ୍ନ ଦାବିକୁ ନେଇ କଂଗ୍ରେସ ର ବ୍ଲକ ଘେରାଉ।

ବ୍ରହ୍ମପୁର 18.8.23, ଦୁର୍ନୀତି ବିରୁଦ୍ଧରେ 9 ଦଫା ଦାବି କୁ ନେଇ ରଙ୍ଗେଇଲୁଣ୍ଡା ବ୍ଲକ କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥି ବାଲ୍ କ୍ରୀଷ୍ଣା ଭୋଳ କଂଗ୍ରେସ କର୍ମୀଙ୍କ ସହ ବ୍ଲକ୍ କାର୍ଯ୍ୟାଳୟକୁ ଘେରାଉ କରି ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।ବିଜେପି ବିଜେଡ଼ି ର ପିଶି କାରବାର ,ନାରୀ ନିର୍ଯାତନା, ଆବାସ ଯୋଜନା ରେ ଘୋଟାଲା, ବିଦ୍ୟୁତ ବିଲ ବୃଦ୍ଧି, ଘରୋଇ ଉପକରଣ ଜିନିଷ ପତ୍ର ର ଦରଦାମ ବୃଦ୍ଧି, 5ଟି ନା ରେ ଦୁର୍ନୀତି, ପ୍ରମୁଖ 9 ଦଫା ଦାବି ଉପଲବ୍ଧ କରାଯାଉଛି। ଏସବୁ ଦାବି ପୁରଣ ନକଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ରେ ତାଲା ପକାଇ ଦେବୁ ବୋଲି କର୍ମୀ ମାନେ ମତ ପ୍ରକାଶ କରିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!