Tuesday, August 23, 2022
Homeନିୟତି ସ୍କୁଲପକ୍ଷରୁ ୭୭ତମସ୍ଵାଧୀନତା ଦିବସ ପାଳିତ

ନିୟତି ସ୍କୁଲପକ୍ଷରୁ ୭୭ତମସ୍ଵାଧୀନତା ଦିବସ ପାଳିତ

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ 'ନିୟତି' ସ୍କୁଲ ରେ ମହା ଆଡ଼ମ୍ବର ରେ  ଜାତୀୟ ପତାକା ଉତ୍ତୋଳନ କରାଯାଇଛି l ସଭାପତି ଡ଼. ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ବିନୋଦିନୀ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ମନୋଜ କୁମାର ପଟନାୟକ ପତାକା ଉତ୍ତୋଳନ କରିଥିଲେ , ଏ ଦେଶ , ଏ ମାଟି, ଆମ ପାଇଁ ଗର୍ବ ଗୌରବ ବୋଲି କହିଥିଲେ ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ  ,କୋଷାଧ୍ୟକ୍ଷ ଶ୍ରୀ  ଲୋକନାଥ  ମିଶ୍ର  , ଫିଜଥରlଫି ଡ଼.ଅରୁଣ ନାୟକ,ନିୟତି ସ୍କୁଲ  ଅଧକ୍ଷ ସ୍ନେହଲତା ପାଣିଗ୍ରାହୀ ପ୍ରମୁଖ ଉଦବୋଧନ ଦେଇଥିଲେ, ଶେଷରେ ସୁନିତି ଗମାଙ୍ଗ ଧନ୍ୟବାଦ୍ ଅର୍ପଣ କରିଥିଲେ ପରିଶେଷରେ ବିନଦିନି ମହାବିଦ୍ୟାଳୟର ଛାତ୍ରୀ ମାନେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପଦର୍ଶନ କରିଥିଲେ l

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!