ବ୍ରହ୍ମପୁର 15.8.23, ହରିଡା ଖଣ୍ଡି ବାଇପାସ୍ ନିକଟସ୍ଥ ଶ୍ରୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ 77 ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ମିହିର ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ। ପ୍ରିନ୍ସପାଳ ଶ୍ରୀ ପ୍ରଶାନ୍ତ ସେନାପତି,ସେକ୍ରେଟାରୀ ଶ୍ରୀମତୀ ଭବାନୀ ରାଣୀ ଦାସ,ପ୍ରଧାନ ଶିକ୍ଷକ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଣ,ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।