ବ୍ରହ୍ମପୁର 15.8.23, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥରା ଉଚ୍ଚ ବିଦ୍ୟାଳୟ ରେ 77 ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାମ କୃଷ୍ଣ ଗୌଡ଼ ପତାକା ଉତ୍ତୋଳନ କରିଥିଲେ।ଶିକ୍ଷକ ଶ୍ରୀ ସରୋଜ କୁମାର ଦାସ,ଶ୍ରୀ ରାମ ନାହାକ,ପ୍ରଦୀପ କୁମାର ପାତ୍ର,ଶିବରାମ ଖଣ୍ଡ,ଶିକ୍ଷୟିତ୍ରୀ ଶ୍ରୀମତୀ ଆରତୀ କୁମାରୀ ଦେବୀ, ଶ୍ରୀମତୀ ହରିପ୍ରିୟା ମହାନ୍ତି,ପ୍ରଧାନ ଶିକ୍ଷକ ଶ୍ରୀ ଦେବରାଜ ବେହେରା,ଶ୍ରୀ ନାରାୟଣ ମହାରଣା ,ଶ୍ରୀ ପ୍ରମୋଦ କୁମାର ସ୍ବାଇଁ,ଶ୍ରୀ ଅଶୋକ କୁମାର ଆଚାର୍ଯ୍ୟ ,ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର