ସ୍ଥାନୀୟ ଗାନ୍ଧୀ ନଗର ଦ୍ୱିତୀୟ ଲାଇନ ସ୍ଥିତ ସେବା ପ୍ରକୋଷ୍ଠ ଠାରେ ଭାରତୀୟ ଜନତା ପାର୍ଟିର 77 ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏଥିରେ ସଭାନେତ୍ରୀ ଶ୍ରୀମତୀ ସବିତା ସୁଆର ପାଣିଗ୍ରାହୀ ପତାକା ଉତ୍ତୋଳନ କରିଥିଲେ।ବହୁ ବିଜେପି ସଦସ୍ୟ ଗଣ ଉପସ୍ଥିତ ରହିଥିଲେ। ଜ୍ୟୋତି ରଞ୍ଜନ ଗୌଡ଼ ଙ୍କ ରିପୋର୍ଟ ବ୍ରହ୍ମପୁର।