, ଗଞ୍ଜାମ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆମ୍ ଆଦମୀ ପାର୍ଟିର 77 ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଏଥିରେ ବରିଷ୍ଠ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପସଭାପତି ସୁଧୀର ପ୍ରଧାନ, ମହିଳା ସଭାନେତ୍ରୀ ନିଭାସ୍ମୀତା ପ୍ରଧାନ, ଅଜାମ୍ବିଳ ବିଶ୍ଵାଳ, ଅଭିମନ୍ୟୁ ଦଳାଇ, ପ୍ରଦୀପ ଚୌଧୁରୀ,ମନୋଜ ବିଷୋୟୀ, ଜିତେନ୍ଦ୍ର ବେହେରା, ଶିବା ରେଡ୍ଡୀ, ଦୁର୍ଯ୍ୟୋଧନ ରେଡ୍ଡୀ, ଦିନେଶ ରାଜ,ଜଗନ୍ନାଥ ବିଶ୍ଵାଳ, ସନ୍ତୋଷ ପ୍ରଧାନ, ସୁଦର୍ଶନ ମଲ୍ଲିକ,ଗୌରାଙ୍ଗ ଦାସ,କୁନି ନାୟକ, କୃଷ୍ଣ ବେହେରା,ଧୀରେନ୍ଦ୍ର ସାବତ, ଆଡଭୋକେଟ କୈଳାଶ ସେଠୀ, ରିତୁ ସେଠୀ, ସତ୍ୟ ପ୍ରକାଶ ସେଠୀ, ପିଣ୍ଟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଜ୍ୟୋତି ରଞ୍ଜନ ଗୌଡ଼ ଙ୍କ ରିପୋର୍ଟ ବ୍ରହ୍ମପୁର।