ସ୍ଥାନୀୟ ଗିରିରୋଡ ସ୍ଥିତ ସ୍ପାରସ ମହାବିଦ୍ୟାଳୟ ରେ 77 ତମ ସ୍ବାଧିନତା ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ ପଣ୍ଡା ପତାକା ଉତ୍ତୋଳନ କରିଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଧିନତା ଦିବସ ଉପରେ କିଛି ବକ୍ତବ୍ୟ ଦେଇଥିଲେ। ଛାତ୍ର ଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିଥିଲେ। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।