Tuesday, August 23, 2022
Homeପାରଳାଖେମୁଣ୍ଡି ସ୍ଥିତ ହାଇଟେକ୍ ପ୍ଲାଜା ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି ସ୍ଥିତ ହାଇଟେକ୍ ପ୍ଲାଜା ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

ଆଜି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମନଗର ଠାରେ ଥିବା ହାଇଟେକ୍କ ପ୍ଲାଜା ଠାରେ  ୭୭ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି ।   ବିଜେଡ଼ି ଯୁବନେତା ଈଂ. ପାଣିଗ୍ରାହୀ ଙ୍କ ଦ୍ଵାରା ଆୟାଜିତ ଏହି କାର୍ଯ୍ୟ କ୍ରମରେ  ହାଇଟେକ୍କ ଗୃପ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ  ପତାକା  ଉତ୍ତଲୋନ କରିଥିଲେ ।  ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ , ଜିଲ୍ଲା ବିଜେଡ଼ି ସଭାପତି  ଶ୍ରୀ ଜଗବନ୍ଧୁ ଦାସ, ଜିଲ୍ଲା ଉପସଭାପତି  ଲକ୍ଷ୍ମୀକାନ୍ଥ  ପରିଚ୍ଛା, ପଲ୍ଲବ ଲିମା, ଗଜପତି ଜିଲା ବିଜୁ ମହିଳା ଜନତା ଦଳ ର ଉପାଧ୍ୟକ୍ଷା ଶ୍ରୀମତୀ ସଞ୍ଜୁକ୍ତା ବେହେରା, ଜୀବନ ବିନ୍ଧୁ  ଜିଲ୍ଲା କୋର୍ଡିନାଟର  ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ,ଗୋସାଣି ବ୍ଲକ ମହିଳା ସଭାପତି ଶ୍ରୀମତୀ ରୀତା ରାଇ ପାତ୍ର ,ଜିଲ୍ଲା ମହିଳା ସମ୍ପାଦକ, ଶାନ୍ତିଲତା ଜେନା, ଅଙ୍କିତା ଅଧିକାରୀ ଓ  ସ୍ଥାନୀୟ SHG ଗୃପର  ମାଁ ମାନେ ଯୋଗଦେଇଥିଲେ

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!