Tuesday, August 23, 2022
Homeକୋଟପାଡ଼ ଥାନା ରେ ନୂଆ ଆଇ ଆଇ ସି ଙ୍କ ଯୋଗଦାନ

କୋଟପାଡ଼ ଥାନା ରେ ନୂଆ ଆଇ ଆଇ ସି ଙ୍କ ଯୋଗଦାନ

କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ରେ ନୂଆ ଆଇ ଆଇ ସି ଯୋଗଦେଇଥିବା ଜଣା ଯାଇଛି।ସୂଚନା ଯୋଗ୍ୟ ଯେ କୋଟପାଡ଼ ଆଇ ଆଇ ସି ଶେଷଦେବ ବେହେରା କଳାହାଣ୍ଡି ଜିଲ୍ଲା ଛୁଆ ମୂଳା ରାମପୁର ଥାନା ରେ ଦାୟିତ୍ଵ ଗ୍ରହଣ କରି ଥିବା ବେଳେ, କୋଲାହାଣ୍ଡି ଜିଲ୍ଲା ମଦନପୁର,ରାମପୁର ଥାନା ର ଆଇ ଆଇ ସି ସଚିନ୍ଦ୍ର ପ୍ରଧାନ ଆଜି କୋଟପାଡ଼ ଥାନାରେ ଯୋଗ ଦେଇ ଥିବା ଜଣା ପଡ଼ିଛି। ଏ ସମ୍ପର୍କରେ ତାଙ୍କସହ ଯୋଗାଯୋଗ କରି ବାରୁ ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ କୋଟପାଡ଼ ର ଆଇନ ଶୃଙ୍ଖଳା କଡାକଡି କରିବା ସାଥେ ସାଥେ କୋଟପାଡ଼ ରେ ବଢୁଥିବା ଟ୍ରାଫିକ ସମସ୍ୟା ର ସମସ୍ୟାର ସମାଧାନ ଅତିଶିଘ୍ର କରିବେ ବୋଲି କହିଛନ୍ତି।

Leave a comment

If you have an account your address will be used to display your profile picture.

- Advertisement -
Ads Image 8
error: Content is protected !!