ସ୍ଥାନୀୟ ଲାଞ୍ଜିପଲ୍ଲୀ କେଶବ ନଗରର ଦ୍ୱିତୀୟ ଗଳିର ରାସ୍ତା ନିର୍ମାଣ କାର୍ଯ୍ୟ ଯୁବ ବିଜେଡି ନେତା ଶ୍ରୀଯୁକ୍ତ ଦୁର୍ଗା ସାବତ ଙ୍କ ପ୍ରଚେଷ୍ଟା ରେ ଆରମ୍ଭ ହୋଇଯାଇଛି। ଏଥିରେ ସାହି ବାସିନ୍ଦା ମାନେ ଶ୍ରୀ ସାବତ ଧନ୍ୟବାଦ୍ ଅର୍ପଣ କରିବା ସହିତ କୃତଜ୍ଞତା ମଧ୍ଯ ଜ୍ଞାପନ କରିଛନ୍ତି। ରିପୋର୍ଟର ଜ୍ୟୋତି ରଞ୍ଜନ ଗୌଡ଼ ବ୍ରହ୍ମପୁର।